Monday, 4 November 2024

ହେ ବ୍ରହ୍ମାଣ୍ଡ ଠାକୁର ଏହି ଅଳି ପଦ୍ମ ପାଦରେ

ହେ ବ୍ରହ୍ମାଣ୍ଡ ଠାକୁର ଏହି ଅଳି ପଦ୍ମ ପାଦରେ ତୁମ୍ଭରି ଛନ୍ଦାପାଦକୁ ଅନୁସରି ଚାଲୁଥିବି ବାଟ ଏଡ଼େ ଉଦାର ଏଡ଼େ ସଦୟ ହେ ଶ୍ରୀଗୋବିନ୍ଦ ତୁମ୍ଭରି ନାମକୁ ବିକୁଥିବି ବୁଲି ସଂସାର ହାଟ

No comments:

Post a Comment