Monday, 4 November 2024

ମଧୁର ସ୍ମୃତି ମଧୁର ରୂପ ମଧୁର ଛନ୍ଦା ପାଦ

ମଧୁର ସ୍ମୃତି ମଧୁର ରୂପ ମଧୁର ଛନ୍ଦା ପାଦ ଅତି ମଧୁର ସେହି ରୋମାଞ୍ଚକ ଗୋବିନ୍ଦ ସ୍ପର୍ଶ ମଧୁର ଆବେଦନ ମଧୁର ଅତିଥୀ ଅଭ୍ୟର୍ଥନା ଅତି ମଧୁର ସ୍ମରଣ ମାତ୍ରକେ ହୁଏ ସ୍ପଷ୍ଟ ଦୃଶ୍ୟ

No comments:

Post a Comment