Monday, 4 November 2024

ବିଷମ ସଂସାର ସାଗରର ଦାରୁଣ

ବିଷମ ସଂସାର ସାଗରର ଦାରୁଣ ଜଞ୍ଜାଳ ହେ ସତ୍ୟ ଶିବ ସୁନ୍ଦର ନ ଧରିବଟି ଦୋଷ କୁବୁଦ୍ଧି ସୁବୁଦ୍ଧି ଦୁହେଁ ଭିଡନ୍ତି ସରଳ ମଣିଷ ଯନ୍ତ୍ରଣା ସହି ନ ପାରି ବାନ୍ତି କରିଦେଲି ବିଷ

No comments:

Post a Comment