Friday, 8 November 2024

ଯେତେବେଳେ ପଡେ ପାଦ ମୋର ଘରେ

ଯେତେବେଳେ ପଡେ ପାଦ ମୋର ଘରେ କୋଟିଏ ବସନ୍ତ ସଜାନ୍ତି ମୋହର ଅଗଣା ଯେତେବେଳେ ମିଳେ ମୋ ଆଖିରେ ଆଖି କୋଟିଏ ମାଆର ବାତ୍ସଲ୍ୟ ମମତା ମାଗଣା

No comments:

Post a Comment