A flower with 4 petals
Tuesday, 11 February 2025
ସକଳ ଉଦ୍ୟମ ବିଫଳ ହେଲା ମନକୁ ବୁଝେଇବାକୁ
ସକଳ ଉଦ୍ୟମ ବିଫଳ ହେଲା ମନକୁ ବୁଝେଇବାକୁ ମୋର ସର୍ବ ପୁଣ୍ୟ ନିଅଣ୍ଟ ବାଇଶିପାହାଚ ଚଢିବାକୁ ମନାସିଥିଲି ମନକୁ ବାନ୍ଧିଥାନ୍ତି ତୋର ଛନ୍ଦାପାଦରେ ତୋ ଉଡୁଅଛି ପତିତପାବନ ଭୁଲିଗଲୁ ଏ ପତିତକୁ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment