Thursday, 6 February 2025

ଆପଣାକୁ ଆତ୍ମୀୟଙ୍କୁ ମୋହର ପଡ଼ିଶାକୁ ପରଖିଲି

ଆପଣାକୁ ଆତ୍ମୀୟଙ୍କୁ ମୋହର ପଡ଼ିଶାକୁ ପରଖିଲି ସାଇକୃଷ୍ଣ ହେ ଏ ପତିତ କେତେ ଯେ ଭୁଲିଛି ଧାମ କେଉଁଠି ଦେଖିଲି ନାହିଁ ତୁମରି ସମ ଉଦାର ଦୟାଳୁ ସର୍ବ କେବଳ ତୁମରି ବିଭୁତି ଆଜି କିଛି ଯାହା ରାମ

No comments:

Post a Comment