A flower with 4 petals
Thursday, 6 February 2025
କିଏ ସରି ତୋ ଉଦାର ପଣକୁ
କିଏ ସରି ତୋ ଉଦାର ପଣକୁ କରି ଶୁଝି ପାରିବ ତୋ ଋଣକୁ କୃଷ୍ଣଚନ୍ଦ୍ର ଗଲେ ରାଧାକୁ ତେଜି ରାମ ସୀତା ସହ ଗଲେ ବଣକୁ ଗୋବିନ୍ଦ ସିନା ସମ ଗୋବିନ୍ଦ ଉଦାର ପଣକୁ ଆଉ କିଏ ସମାନ ହେବ ତୋ ସହିବା ଗୁଣକୁ ଶ୍ରୀବତ୍ସ ନାମେ ଏକ ବ୍ରାହ୍ମଣ ପାଦ ପ୍ରହାରୀଲା ବିଶାଳବକ୍ଷରେ ଚିତା କୁଟିଛ ଭକତ ଚରଣକୁ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment