Sunday, 9 February 2025

ସତ୍ୟ ଧର୍ମ ଶାନ୍ତି କ୍ଷମା ଦୟା ବୈକୁଣ୍ଠକୁ ପାଥେୟ

ସତ୍ୟ ଧର୍ମ ଶାନ୍ତି କ୍ଷମା ଦୟା ବୈକୁଣ୍ଠକୁ ପାଥେୟ ସଂସାର ହାଟରେ କେବଳ ବନ୍ଧନ ଭୋଗ ମାୟା ପରମ ହଂସ ମୁଖ ରବି ସୁଧାକର ଚକ୍ଷୁ ହେ କୃଷ୍ଣ ଇହକାଳରେ କୈବଲ୍ୟ ଦୁର୍ଲଭ ବର୍ଷା କର ଦୟା

No comments:

Post a Comment