A flower with 4 petals
Monday, 10 February 2025
ସଦା ବସନ୍ତ ସେ ବୃନ୍ଦାବନ ନିକୁଞ୍ଜ ଅତିବ ନିଭୃତ
ସଦା ବସନ୍ତ ସେ ବୃନ୍ଦାବନ ନିକୁଞ୍ଜ ଅତିବ ନିଭୃତ ଶୁଣରେ ଇନ୍ଦ୍ରିୟ ଗଣ କେବେଟି ନ ପାରିବା ପଶି ମନୁଷ୍ୟ ଶରୀର କେବଳ ଗୋବିନ୍ଦ ଭେଟ ପାଇଁ ଶୁଣରେ ମନ ବୁଦ୍ଧି ବୈଷ୍ଣବ ପିଣ୍ଢାରେ ଥିବା ବସି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment