Sunday, 2 February 2025

ସରସ୍ବତୀ ପୂଜା ୦୨/୦୨/୨୦୨୫

ପୂର୍ଣ୍ଣିମା ଚନ୍ଦ୍ରମା ଶ୍ବେତ କମଳ ଜାହ୍ନବୀ ଉଦକ ଜନନୀ ଶ୍ୟାମଳା ଇତ୍ୟାଦି ତବ ଦିବ୍ୟ ଆଭା ମଲ୍ଲିକା ରଜନୀ ଗନ୍ଧା ସୁଗନ୍ଧ ରାଜ ପୁଷ୍ପହାର ପୁଷ୍ପାଞ୍ଜଳି ହସ୍ତରେ ସ୍ମରେ ଜନନୀ ଜ୍ଞାନପ୍ରଭା

No comments:

Post a Comment