Tuesday, 4 February 2025

ତୋ ଅଖିଳ ସଂସାର ଭିତରେ ସଂସାର ଗଢ଼ିଲି

ତୋ ଅଖିଳ ସଂସାର ଭିତରେ ସଂସାର ଗଢ଼ିଲି ଗୋବିନ୍ଦ ହେ ଅନ୍ନ ବ୍ୟଞ୍ଜନ ଲାଗି ପାରିଲି ଚୁଲି କାମନା ବାସନାରେ ଭାସିଗଲା ମୋ ସଂସାର ଗୋବିନ୍ଦ ହେ ତୋ ପାଦରେ ଆଶ୍ରାକୁ ଝୁରିମଲି

No comments:

Post a Comment