Thursday, 6 February 2025

ଯେଉଁ ତୁଣ୍ଡ ଖୋଲି ବିଶ୍ୱରୂପ ଦେଖାଇଲ ମା ଯଶୋଦାକୁ

ଯେଉଁ ତୁଣ୍ଡ ଖୋଲି ବିଶ୍ୱରୂପ ଦେଖାଇଲ ମାଆ ଯଶୋଦାକୁ ମୁରଲୀ ମୋହନ କୃଷ୍ଣ ହେ ଥରୁଟେ ଖୋଲିବକି ମୋ ପାଇଁ ସାମର୍ଥ ଉପାର୍ଜନ ଚୁଲି କାଷ୍ଠ ଅଗ୍ନି ଭୋଜନ ସକଳ ତୋହର ଭୁଞ୍ଜାଇବା ବେଳରେ ତୋର ମଧୁର ରୁପକୁ ରହିଥାନ୍ତି ଚାହିଁ

No comments:

Post a Comment