Thursday, 6 February 2025

ଚକାଡୋଳା ବ୍ରହ୍ମାନନ୍ଦ ଖଳା ଅତିବ ଶୁଭ ବେଳା

ଚକାଡୋଳା ବ୍ରହ୍ମାନନ୍ଦ ଖଳା ଅତିବ ଶୁଭ ବେଳା ମୋ ଦୁଆରେ ପଡିବକି ଅଶୁଣା ଅଦେଖା ପାଦ ସେହି ପାଦକମଳ ଶୋଭା କମଳିନୀ ହସ୍ତରେ ମୋ ମନ ଭଅଁର ଆତୁର ଚାଖିବାକୁ ମକରନ୍ଦ

No comments:

Post a Comment