Tuesday, 16 December 2025

ଦେହ ମନ ଆତ୍ମାରେ ବସିଲା ସେ ଗୋବିନ୍ଦ

ଦେହ ମନ ଆତ୍ମାରେ ବସିଲା ସେ ଗୋବିନ୍ଦ ସେ ଗୋବିନ୍ଦ ଚକ୍ଷୁ ଶ୍ରବଣ ହୃଦୟ ତୋଷିଲା ଯେଣେ ଚାହେଁ ତେଣେ ଉଭା ସେ ଗୋବିନ୍ଦ ସେ ଗୋବିନ୍ଦ ମଳୟ ପବନ ପ୍ରାଣ ପୋଷିଲା

No comments:

Post a Comment