Tuesday, 16 December 2025

ଗୋଟିଏରୁ ଅନେକ ହୁଅନ୍ତି ସେହି କୃଷ୍ଣ

ଗୋଟିଏରୁ ଅନେକ ହୁଅନ୍ତି ସେହି କୃଷ୍ଣ ହୁଅନ୍ତି ସେହି କୃଷ୍ଣ ଅନେକରୁ ପୁଣି ଏକ ଯୋଡ଼ିଜାଡି ଛଡ଼ାଛଡି ବ୍ୟବସାୟ ତାଙ୍କ ଛନ୍ଦା ଚରଣରେ ରଖନ୍ତେ କେଡେ ରଙ୍କ

No comments:

Post a Comment