A flower with 4 petals
Wednesday, 17 December 2025
ପରମାଣୁ ପରମାଣୁ ମଧ୍ୟରେ ତୁମ୍ଭେ ସୁକ୍ଷ୍ମ ବନ୍ଧନ
ପରମାଣୁ ପରମାଣୁ ମଧ୍ୟରେ ତୁମ୍ଭେ ସୁକ୍ଷ୍ମ ବନ୍ଧନ ତୁମ୍ଭେ ଅଣୁ ଅଣୁ ମଧ୍ୟରେ ଅତି ନିବିଡ଼ ଆଲିଙ୍ଗନ ବୃନ୍ଦାବନର ନିଭୃତ ନିକୁଞ୍ଜରେ ନିତ୍ୟ ମହାରାସ ଛନ୍ଦା ଚରଣ ନ ଛୁଇଁ ମରିବାଟି ଭାଗ୍ୟ ବିଡମ୍ବନା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment