Tuesday, 16 December 2025

ଗଳାରେ ପିନ୍ଧାଇଲି ଫୁଲ

ଗଳାରେ ପିନ୍ଧାଇଲି ଫୁଲର ମାଳା ଅଳକା କପୋଳରେ ହରି ଚନ୍ଦନ ବକ୍ଷରେ ଲମ୍ବାଇଲି ତୁଳସୀ ମାଳା ଛନ୍ଦାପାଦରେ ରଖିଲି ପ୍ରାଣ ସ୍ପନ୍ଦନ

No comments:

Post a Comment