Saturday, 25 July 2026

ଯେଉଁ ଛନ୍ଦା ଚରଣ ବେନି

ଯେଉଁ ଛନ୍ଦା ଚରଣ ବେନି ଏହି ପାତକୀ ଚର୍ମ ଚକ୍ଷୁକୁ ଅଦୃଶ୍ୟ ସେହି କମଳା ସେବିତ ଚରଣରେ ଭାବ ଦିବସ ରଜନୀ ବନ୍ଧା ଯେଉଁ ଦୀର୍ଘ ଆରତ୍ତନାଶନ ବାନାକୁ ଏହି ହସ୍ତ ଛୁଇଁ ପାରିବନି ସଦା କେଡେ ଭରସିଛି ରାମ ଛେଉଣ୍ଡର ହୃଦୟ କମଳ କନ୍ଦା

No comments:

Post a Comment