Thursday, 31 October 2024

ଟଙ୍କା ପଇସା ନ ଲାଗେରେ ଭାଇ

ଟଙ୍କା ପଇସା ନ ଲାଗେରେ ଭାଇ ନ ଲାଗେ ପଦ ପଦବୀ ଅହଂକାର ରାମ ନାମ ସୁଧା କୃଷ୍ଣ ନାମ ସୁଧା ଜପୁଥିଲେ ହରେ ସକଳ ବିକାର

No comments:

Post a Comment