Monday, 3 February 2025

ଅଳସୁଆ ନୁହଁନ୍ତି ଭକତ ହୃଦୟ ଚନ୍ଦନ ଗୋବିନ୍ଦ

ଅଳସୁଆ ନୁହଁନ୍ତି ଭକତ ହୃଦୟ ଚନ୍ଦନ ଗୋବିନ୍ଦ ଭାବଗ୍ରାହୀ ସେ କାହାକୁ କରନ୍ତି ନାହିଁ ଉପେକ୍ଷା ଭାବରେ ଡାକିଲେ ଅଧାଗଢା ପାଦରେ ଆସନ୍ତି ସେ କେବଳ ଭକତର ଭାବକୁ କରନ୍ତି ଅପେକ୍ଷା

No comments:

Post a Comment