Sunday, 2 February 2025

ମୋ ବାଡ଼ିରେ ଯେତେ ଅଧିକ ଫୁଟେ ସେବତୀ

ମୋ ବାଡ଼ିରେ ଯେତେ ଅଧିକ ଫୁଟେ ସେବତୀ ତୁମ୍ଭେ ସେତେ ଅଧିକ ମନେ ପଡ ଚକାଡୋଳା ମୋ ହୃଦୟ ମନ ହୋଇଯାଏ ବାଇଶି ପାହାଚ ପତିତ ଦେହରେ ଲାଗିଯାଏ ତୁମ୍ଭ ଦେହ କଳା

No comments:

Post a Comment