Monday, 3 February 2025

ସୁଖରେ ଥିଲେ ତୁମ୍ଭଙ୍କୁ ସଂପୂର୍ଣ୍ଣ ଭୁଲଇ

ସୁଖରେ ଥିଲେ ତୁମ୍ଭଙ୍କୁ ସଂପୂର୍ଣ୍ଣ ଭୁଲଇ ଦୁଃଖରେ ଥିଲେ ଭାରି ମନରେ ପକାଏ ଭୋଗରେ ଥିଲେ ତର ବେଳ ନ ଥାଏ ରୋଗରେ ପଡ଼ିଲେ ମୁହଁକୁ ଶୁଖାଏ

No comments:

Post a Comment