A flower with 4 petals
Monday, 3 February 2025
ଅତି ଅପୂର୍ବ ମାଧୁର୍ଯ୍ୟ ତୁମ୍ଭରି ରୂପରେ ଶ୍ରୀଗୋବିନ୍ଦ ହେ
ଅତି ଅପୂର୍ବ ମାଧୁର୍ଯ୍ୟ ତୁମ୍ଭରି ରୂପରେ ଶ୍ରୀଗୋବିନ୍ଦ ହେ ବଂଶୀବଦନ ହେ ତୁମ୍ଭରି ଉପମା ସ୍ୱୟଂ ତୁମ୍ଭେଟି ନିଜେ ସକଳ ଅବତାର ତୁମ୍ଭରି ମହା ଦିବ୍ୟ ସଂକଳ୍ପରେ ଭରା ପ୍ରାଣ ପଶେ ପିଣ୍ଡରେ ଶ୍ରୀଗୋବିନ୍ଦ ହେଲେ ପହଣ୍ଡିବିଜେ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment