Monday, 3 February 2025

ତୋର ଅପୂର୍ବ ଛଇ ଛଟକ ହୃଦୟ କିଣିଲା

ତୋର ଅପୂର୍ବ ଛଇ ଛଟକ ହୃଦୟ କିଣିଲା ଗୋବିନ୍ଦ ହେ କହ କହ କିବା ନେବୁ ମୁଲ ମୋ ଆଖି ବେନି ପୂରିଛି ଭକତି ଲୁହରେ ଗୋବିନ୍ଦ ହେ କହ କହ କିବା ହେବ ତୁଲ

No comments:

Post a Comment