Monday, 25 August 2025

ଅମଳ କମଳ ବାସୁଦେବ ପାଦ ପଙ୍କଜ

ଅମଳ କମଳ ବାସୁଦେବ ପାଦ ପଙ୍କଜ ମନରେ ମୋର ନିରନ୍ତର ଥାଅ ଆଉଜି ଅତି ସମ୍ଭ୍ରମରେ ଯେଉଁ କମଳା ସେବନ୍ତି ଚନ୍ଦ୍ର ସୂର୍ଯ୍ୟ ତାଙ୍କ ପାଦ ପଦ୍ମରେ ପାଉଁଜି

No comments:

Post a Comment