Friday, 22 August 2025

ବ୍ରାହ୍ମଣ ପିଣ୍ଢାରେ

ବ୍ରାହ୍ମଣ ପିଣ୍ଢାରେ ରାତ୍ରି ଯାପନ କଲେ ଅଭ୍ୟର୍ଥନା କରେ ଯେସନେ ଆତ୍ମା ସମ ଭୋଜନ ନିରାମିଷ ପିଇବାକୁ ହରି ନାମ ବିଦାୟ କାଳରେ ହୃଦରେ ନିର୍ମଳ ପ୍ରେମ

No comments:

Post a Comment