Wednesday, 20 August 2025

ଜୀବ ହୋଇଥିଲେ ତୁମ୍ଭେ ସିନା ବୁଝନ୍ତ ହେ ମାଧବ

ଜୀବ ହୋଇଥିଲେ ତୁମ୍ଭେ ସିନା ବୁଝନ୍ତ ହେ ମାଧବ କୃଷ୍ଣ ଛନ୍ଦା ଚରଣକୁ ଝୁରି ହେବାଟା କେଡେ ମଧୁର ଜୀବ ଭଳି ତୁମ୍ଭର କାନ ଥିଲେ ସିନା ଶୁଣି ପାରନ୍ତ ହେ ଅଧାଗଢା ବଂଶୀ ଧ୍ୱନୀ କରେ କେଡେ ଅଧିର

No comments:

Post a Comment