Sunday, 24 August 2025

ଆହାଃ କେଡେ ରୋମାଞ୍ଚକ ତୁମ୍ଭ ଛନ୍ଦା ଚରଣ ସ୍ପର୍ଶ

ଆହାଃ କେଡେ ରୋମାଞ୍ଚକ ତୁମ୍ଭ ଛନ୍ଦା ଚରଣ ସ୍ପର୍ଶ ହେ ଅର୍ଜୁନ ସାରଥି ବାସୁଦେବ ସୁଦର୍ଶନ ଚକ୍ରଧାରୀ ମାଆ କମଳା ମୃଦ୍ୟୁ ପାଦ ଚିପାରେ ଆଖି ଲାଗିଲା ହେ ଚକାଡୋଳା ତୋ ଛନ୍ଦାପାଦ ମରେ ଝୁରି ଝୁରି

No comments:

Post a Comment