A flower with 4 petals
Sunday, 24 August 2025
ଆହାଃ କେଡେ ପୂଣ୍ୟ କରିଥିଲେ ସେହି ଗୋପୀ ଗୋପାଳମାନେ
ଆହାଃ କେଡେ ପୂଣ୍ୟ କରିଥିଲେ ସେହି ଗୋପୀ ଗୋପାଳମାନେ ଅନ୍ତରଙ୍ଗ ଦର୍ଶନ ସ୍ପର୍ଶ ସମ୍ଭାଷଣ ଅଶେଷ ଅଶେଷ ଅଶେଷ ପାଇ ବାଲ୍ୟ କୈଶୋର ଯୌବନ ଯାଇ ମୋହର ବୃଦ୍ଧ ଅବସ୍ଥା ହେଲା ସୁମତି ବୋଲେ ବାଇଶି ପାହାଚ ତଳେ ବସିଛି ଛନ୍ଦାଚରଣ ଧ୍ୟାୟି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment