Sunday, 17 August 2025

ଆଖି ଦୁଇଟା ଯାହାଙ୍କ ଚିତ୍ତ ଚୋରି କରେ

ଆଖି ଦୁଇଟା ଯାହାଙ୍କ ଚିତ୍ତ ଚୋରି କରେ ଯାହାଙ୍କ ପାଦକୁ ଖୋଜୁଛି ଥୋଇବାକୁ ତନୁ ସବୁଠୁଁ ଉତ୍ତମ କଳାକାର ହେ ଶ୍ରୀଜଗନ୍ନାଥ ନିଜହାତ ଗଡ଼ାକୁ ପାଶୋରି ନ ଦେବ ମନୁ

No comments:

Post a Comment