Saturday, 16 August 2025

ସକଳେ ବୋଲୁଛନ୍ତି ଗୋବିନ୍ଦ ମୋର ମୋର ବୋଲି

ସକଳେ ବୋଲୁଛନ୍ତି ଗୋବିନ୍ଦ ମୋର ମୋର ବୋଲି ହେ କୋଟି ସୁଧାନିଧି କୃଷ୍ଣ ସତ କହ ତୁମ୍ଭେ କାହାର କାହା ଲାଗି ତୁମ୍ଭର ଏହି ମୋହନ ମୁରଲୀ ଶିଖି ପୂଛ ହେ ଦୁଃଖ ପାଶୋରା ରୂପ ମୋହର ଅନ୍ତର ବାହାର

No comments:

Post a Comment