Tuesday, 26 August 2025

ଶବ ହେବା ଆଗରୁ କୃଷ୍ଣ ଭଜ ମୋର ମନ

ଶବ ହେବା ଆଗରୁ କୃଷ୍ଣ ଭଜ ମୋର ମନ ଶବ ହେବା ବହୁତ ଆଗରୁ ମନ ଭଜ ରାମ ରାମ ନାମ ସତ୍ୟ ହେ କୃଷ୍ଣ ନାମ ସତ୍ୟ ହେ ନିରନ୍ତର ହୃଦ ପଦ୍ମରେ ଧ୍ୟାୟି ଲଭ ଆରାମ

No comments:

Post a Comment