Sunday, 17 August 2025

ହେ ନୀଳାଦ୍ରୀନାଥ ଯାହାରେ ତୋର ଶୁଭ ଦୃଷ୍ଟି

ହେ ନୀଳାଦ୍ରୀନାଥ ଯାହାରେ ତୋର ଶୁଭ ଦୃଷ୍ଟି ସେହି ଜୀବ ଜୀବନ ଅନ୍ଧାରେ ପାଏ ଜ୍ଞାନ ଯଷ୍ଟି ହେ ଜଗନ୍ନାଥ ଯାହାକୁ ବଢା଼ଉ ତୋ ଛନ୍ଦା ପାଦ ସେହି ଜୀବ ହୃଦୟ ପଦ୍ମରେ ଅମୃତ ହୁଏ ବୃଷ୍ଟି

No comments:

Post a Comment