A flower with 4 petals
Sunday, 17 August 2025
ଆହେ ପ୍ରଣବ ମୋତେ ଦୟାବହି ଜଗନ୍ନାଥ ହୁଅ
ଆହେ ପ୍ରଣବ ମୋତେ ଦୟାବହି ଜଗନ୍ନାଥ ହୁଅ ଚାରି ଭୂଜରେ ଶଙ୍ଖ ସୁଦର୍ଶନ ଗଦା କମଳ ଥୁଅ ଗରୁଡାସନ ବସନ୍ତୁ ସଲକ୍ଷ୍ମୀ ମୋର ହୃଦ ପଦ୍ମରେ ପଦ୍ମ ପାଦରେ ଲୋଟି ମୋର ପ୍ରାଣ ହେଉ ଥୟ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment