Sunday, 24 August 2025

ଆହାଃ ଦେଖିଲିତ ନାହିଁ ତୁମ ସମ ଉଦାର ହେ ଶ୍ରୀହରି

ଆହାଃ ଦେଖିଲିତ ନାହିଁ ତୁମ ସମ ଉଦାର ହେ ଶ୍ରୀହରି ହେ ସାଇକୃଷ୍ଣ ସଦା ଶରଣ ରଖ ତୋ ଛନ୍ଦା ପାଦରେ ବାଇଶିପାହାଚ ଚଢି ପାରିବାର ସମର୍ଥ ନାହିଁ ମୋହର ହେ ଚକାଡୋଳା ମୋ ବଡ ସୁଖ ତୋ ବଂଶୀ ନାଦରେ

No comments:

Post a Comment