Sunday, 24 August 2025

ବେନି କମଳ ପାଦକୁ ସମର୍ପିଲ କମଳା ହସ୍ତରେ

ବେନି କମଳ ପାଦକୁ ସମର୍ପିଲ କମଳା ହସ୍ତରେ ହେ ଭକ୍ତ ଚନ୍ଦନ ଏହି କେଉଁ ନିରପେକ୍ଷ ବିଚାର କୀଟରୁ ବ୍ରହ୍ମା ପରିଯନ୍ତେ ଭଜନ୍ତି ଯେଉଁ ପାଦକୁ ପୁଜିବାକୁ ଅପେକ୍ଷା ହୃଦରେ ଷଡୋଶ ଉପଚାର

No comments:

Post a Comment