Monday, 25 August 2025

ସକଳ କଷ୍ଟ ମୋହର କୃଷ୍ଣ ନେଉ

ସକଳ କଷ୍ଟ ମୋହର କୃଷ୍ଣ ନେଉ ତାଙ୍କ ଛନ୍ଦା ଚରଣେ ଏ ଚିତ୍ତ ଥାଉ ପ୍ରହଲ୍ଲାଦ ରକ୍ଷଣ ଲକ୍ଷ୍ମୀ ନରସିଂହ ତାଙ୍କ ଭୁଜତଳ ମୋ ଆଶ୍ରା ହେଉ

No comments:

Post a Comment