Sunday, 24 August 2025

ମୋର ମନରେ ସଦା ଜପ ଜପରେ

ମୋର ମନରେ ସଦା ଜପ ଜପରେ ହରି ନାମ ଓଁ ନମୋ ନାରାୟଣ ଓଁ ରାମ ନାମ କୃଷ୍ଣ ନାମ ମୋର ମନରେ ସଦା ଜପ ଜପରେ ହରି ନାମ ଓଁ ନମୋ ନାରାୟଣ ଓଁ ବୈକୁଣ୍ଠ ଆନନ୍ଦ ଧାମ

No comments:

Post a Comment