Saturday, 23 August 2025

ମୋର ଆକୁଳ ଗୁହାରି ଶୁଣ ହେ ନାରାୟଣ କମଳା ପ୍ରାଣ

ମୋର ଆକୁଳ ଗୁହାରି ଶୁଣ ହେ ନାରାୟଣ କମଳା ପ୍ରାଣ ଆହେ ଭାଗବତ ଗୋସାଇଁ ଜାଣଇ ବଧିର ନୁହନ୍ତି ଆପଣ ହେ ଦୟାଘନ ସାଇକୃଷ୍ଣ ବଢ଼ା ଅଭୟ ଚରଣ ଯିବି ଶରଣ ମୋତେ କୁହନା ତୁମ୍ଭେ ଅଧାଗଢା ଦାରୁବ୍ରହ୍ମ ଭକ୍ତ ପରାଣ

No comments:

Post a Comment