Tuesday, 19 August 2025

ସଂସାରୀ ହୋଇଲେ ତରିଯିବୁ ମନ ତୁହି ସଂସାର ସାଗରୁ

ସଂସାରୀ ହୋଇଲେ ତରିଯିବୁ ମନ ତୁହି ସଂସାର ସାଗରୁ ସତ୍ୟ ଧର୍ମ ଦୟା ଶାନ୍ତି କ୍ଷମା ପ୍ରେମ ସାଇତିଥିବୁ ହୃଦରେ ମାଆ ଲକ୍ଷ୍ମୀ ବୋଲେ ସୁମତି ଛଅ ଗୋଟି କମଳ ଦେଉଛି ବାଲିଆ ପାଳରେ ସୁଖେ ଦିନ ବଞ୍ଚିବୁ ରଖି ଛନ୍ଦାପାଦରେ

No comments:

Post a Comment