Monday, 25 August 2025

ସକଳ କଷ୍ଟ ମୋହର କୃଷ୍ଣ ନେଉ

ସକଳ କଷ୍ଟ ମୋହର କୃଷ୍ଣ ନେଉ ତାଙ୍କ ଛନ୍ଦା ଚରଣେ ଏ ଚିତ୍ତ ରହୁ ପ୍ରହଲ୍ଲାଦ ରକ୍ଷଣ ଲକ୍ଷ୍ମୀ ନରସିଂହ କର ତଳେ ଏ ପାପିର ମଥା ଥାଉ

No comments:

Post a Comment