Saturday, 23 August 2025

ମୋର ମନ ସହିତ ସକଳ ଇନ୍ଦ୍ରିୟ ତୋ ମାୟାରେ ଆବଦ୍ଧ

ମୋର ମନ ସହିତ ସକଳ ଇନ୍ଦ୍ରିୟ ତୋ ମାୟାରେ ଆବଦ୍ଧ ଆହେ ମୋହନ ବଂଶୀ କାହାକୁ ଏତେ ଆକୁଳେ ଡାକୁଅଛ ଜନ୍ମ ଦିନରୁ ସମ୍ପୂର୍ଣ୍ଣ ପଥ ବଣା ତୁମ୍ଭକୁ ଖୋଜୁଛି ଛନ୍ଦାପାଦ ଆହେ ଗୋପୀନାଥ ଚନ୍ଦନ ଅର୍ଗଳୀରେ ଭକତି ସାଉଣ୍ଟୁଛ

No comments:

Post a Comment