Thursday, 21 August 2025

ଅତିବ ସୁକ୍ଷ୍ମ ତୁମ୍ଭରି ମାୟା ଜାଲର ରନ୍ଧ୍ର ସକଳ

ଅତିବ ସୁକ୍ଷ୍ମ ତୁମ୍ଭରି ମାୟା ଜାଲର ରନ୍ଧ୍ର ସକଳ ମୋର ଇନ୍ଦ୍ରିୟରୁ କେହି ଜଣେ ପାରିବି କି ଗଳି ଅଥଳ ଅକୂଳ ଏହି ଭବ ସାଗର ଅନେକ ଝଡ ଶରଣାଗତକୁ ଛନ୍ଦା ପାଦରେ ରଖ ବନମାଳୀ

No comments:

Post a Comment