Monday, 25 August 2025

ଆହାଃ କାହିଁ ଗଲେ ମୁରଲୀ ଫୁଙ୍କା

ଆହାଃ କାହିଁ ଗଲେ ମୁରଲୀ ଫୁଙ୍କା ପଥ ଅନେଇ ଅଣ୍ଟା ହୋଇଲା ବଙ୍କା ନାମ ଯଶ ଲୀଳା ସବୁ ମହୁରୁ ମିଠା ଛନ୍ଦା ପାଦେ ଲୋଟିବାକୁ ମନ ରଙ୍କା

No comments:

Post a Comment