Saturday, 16 August 2025

ଓଁ ନମୋ ନାରାୟଣ

--------ଓଁ ନମୋ ନାରାୟଣ------ ନାରାୟଣ ନାରାୟଣ ନାରାୟଣ କରୁଣା ଅମୃତ ସମୁଦ୍ର ଅପଲକ ନାରାୟଣ ନାରାୟଣ ନାରାୟଣ ବରୁଣ କନ୍ୟା ରମଣ ଗୋଲକ [1] ନାରାୟଣ ନାରାୟଣ ନାରାୟଣ କରୁଣା ପୂରିତ ନୀଳ ମେଘ ତନୁ ନାରାୟଣ ନାରାୟଣ ନାରାୟଣ ସିନ୍ଧୁ କନ୍ୟା ବରଣ ଅଣୁ ରେଣୁ [2] ନାରାୟଣ ନାରାୟଣ ନାରାୟଣ କରୁଣା ଆଭରଣ ଗଗନ ନିର୍ମଳ ନାରାୟଣ ନାରାୟଣ ନାରାୟଣ କମଳା ସେବିତ ହୃଦୟ କୋମଳ[3] ନାରାୟଣ ନାରାୟଣ ନାରାୟଣ କରୁଣା ବାଳ ଅରୁଣ ଦିବ୍ୟ ଆଭା ନାରାୟଣ ନାରାୟଣ ନାରାୟଣ ମହାଲକ୍ଷ୍ମୀଙ୍କ ହୃଦୟ ପଦ୍ମ ଗଭା [4] ନାରାୟଣ ନାରାୟଣ ନାରାୟଣ କରୁଣା ଅମୃତ ନାମ ସଂକୀର୍ତ୍ତନ ନାରାୟଣ ନାରାୟଣ ନାରାୟଣ ଶ୍ରୀକ୍ଷେତ୍ର ରାଣୀ ମହାପ୍ରସାଦ ଅନ୍ନ [5] ନାରାୟଣ ନାରାୟଣ ନାରାୟଣ କରୁଣା ସମ୍ପୂର୍ଣ ଲୀଳା ଅଶେଷ ନାରାୟଣ ନାରାୟଣ ନାରାୟଣ ସତ୍ୟଭାମାର ପାରିଜାତ ବେଶ [6] ନାରାୟଣ ନାରାୟଣ ନାରାୟଣ କରୁଣା ଅମୃତ ହେ ପୁଣ୍ଡରୀକାକ୍ଷ ନାରାୟଣ ନାରାୟଣ ନାରାୟଣ ରୁକ୍ମଣୀ ସ୍ଵୟମ୍ବର ସ୍ବପ୍ନ ଅନନ୍ତ ସୁଖ[7] ନାରାୟଣ ନାରାୟଣ ନାରାୟଣ କରୁଣା ଅମୃତ ପରିପୂର୍ଣ୍ଣ କୁଡୁଆ ନାରାୟଣ ନାରାୟଣ ନାରାୟଣ ସିନ୍ଧୁ ସୁତା ବିଷ୍ଣୁ ଆନନ୍ଦ ପୁଡିଆ [8] ନାରାୟଣ ନାରାୟଣ ନାରାୟଣ କରୁଣା ଅମୃତ ପୂର୍ଣ୍ଣ ପଦ୍ମ ନୟନ ନାରାୟଣ ନାରାୟଣ ନାରାୟଣ ଜାନକୀ ସ୍ଵୟମ୍ବର ଶ୍ରୀରାମ ବରଣ[9] ନାରାୟଣ ନାରାୟଣ ନାରାୟଣ କରୁଣା ଅମୃତ ନାରଦ ବୀଣା ଶବ୍ଦ ନାରାୟଣ ନାରାୟଣ ନାରାୟଣ ଶ୍ରୀରାଧା ହୃଦୟ ମୁରଲୀ ନାଦ [10] ନାରାୟଣ ନାରାୟଣ ନାରାୟଣ କରୁଣା ଅମୃତ ଶାନ୍ତାକର ଶୟନ ନାରାୟଣ ନାରାୟଣ ନାରାୟଣ ଦାରିଦ୍ର୍ୟ ଭଞ୍ଜନୀ ପରମ ଚୟନ [11] ନାରାୟଣ ନାରାୟଣ ନାରାୟଣ କରୁଣା ଅମୃତ ପରିପୂରିତ ଗାତ୍ର ନାରାୟଣ ନାରାୟଣ ନାରାୟଣ ଭୃଗୁ ନନ୍ଦିନୀ ପ୍ରାଣ କମଳା ନେତ୍ର [12] ନାରାୟଣ ନାରାୟଣ ନାରାୟଣ କରୁଣା ଅମୃତ ସପ୍ତ ଫେଣା ଛାୟା ନାରାୟଣ ନାରାୟଣ ନାରାୟଣ ବିଶ୍ୱ ପଡିଦାତ୍ରୀ ନୃସିଂହ ପୂର୍ଣ୍ଣ କାୟା [13] ନାରାୟଣ ନାରାୟଣ ନାରାୟଣ କରୁଣା ଅମୃତ ଅଶେଷ ଭଣ୍ଡାର ନାରାୟଣ ନାରାୟଣ ନାରାୟଣ ସିରିଆ ଭକତି ତୁଳସୀ ଧଣ୍ଡାର [14] ନାରାୟଣ ନାରାୟଣ ନାରାୟଣ କରୁଣା ଅମୃତ ପ୍ରହଲ୍ଲାଦ ଉଲ୍ଲାସ ନାରାୟଣ ନାରାୟଣ ନାରାୟଣ ବୈକୁଣ୍ଠ ସ୍ବର୍ଣ୍ଣ କୁମ୍ଭ ବିଷ୍ଣୁ ବିଳାସ [15] ନାରାୟଣ ନାରାୟଣ ନାରାୟଣ କରୁଣା ଅମୃତ ଧ୍ରୁବ ଚିତ୍ତ ରୋମାଞ୍ଚ ନାରାୟଣ ନାରାୟଣ ନାରାୟଣ ସୁମତି ପଦ୍ମା ପ୍ରଭୁ ଅଖିଳ ପ୍ରପଞ୍ଚ[16] ନାରାୟଣ ନାରାୟଣ ନାରାୟଣ କରୁଣା ଅମୃତ ନାରାୟଣ ଉପନିଷଦ ନାରାୟଣ ନାରାୟଣ ନାରାୟଣ ବୈଦେହୀ ରତ୍ନ ଖଣ୍ଡନ ବିଷାଦ [17] ନାରାୟଣ ନାରାୟଣ ନାରାୟଣ କରୁଣା ଅମୃତ ଅକ୍ରୁର କୃଷ୍ଣ ସ୍ତୁତି ନାରାୟଣ ନାରାୟଣ ନାରାୟଣ ମାନିନୀ ରାଧା ଗୋବିନ୍ଦ ପ୍ରୀତି[18]

No comments:

Post a Comment