Monday, 18 August 2025

ବଳଭଦ୍ର ସାନ ଭାଇଙ୍କଠାରେ ମନ ମୋ ରହିଗଲା

ବଳଭଦ୍ର ସାନ ଭାଇଙ୍କଠାରେ ମନ ମୋ ରହିଗଲା ମନ ମୋ ରହିଗଲା ହଳଦୀ ମୁଖୀର ଭାଇଠାରେ ଶ୍ରୀମନ୍ଦିର ଯିବାଟା କେବଳ ମୋର ଏକ ବାହାନା ଆକୁଳ ବ୍ୟାକୁଳ ଚିତ୍ତ ମୋତେ ଡାକିବେ କି ଥରେ

No comments:

Post a Comment