Tuesday, 26 August 2025

ରୁକ୍ମଣୀ ହୃଦୟରେ ଗୋବିନ୍ଦ ରହିଲେ

ରୁକ୍ମଣୀ ହୃଦୟରେ ଗୋବିନ୍ଦ ରହିଲେ ଏହି ଅଭାଗା କାହୁଁ ଲଭିବ ଛନ୍ଦା ପାଦ କରିବେ କି କୃପା ଗୋବିନ୍ଦ ପାଟରାଣୀ ଏହି ପାପି କର୍ଣ୍ଣକୁ ଶୁଭିବ ବଂଶୀ ନାଦ

No comments:

Post a Comment