Thursday, 21 August 2025

ରାମ ନାମ କୃଷ୍ଣ ନାମରେ ଅଛି ଏତେ ଅମୃତ

ରାମ ନାମ କୃଷ୍ଣ ନାମରେ ଅଛି ଏତେ ଅମୃତ ଖୋକର ବୁଢା ବୁଢ଼ୀ ସଭିଁଙ୍କୁ କରେ ଭେଣ୍ଡିଆ ହରି ନାମ ସଂକୀର୍ତ୍ତନରେ ଯାହା ମନ ପାଗଳ ରାମ ଏଇଠୁ ତାହା ପାଦରେ ମାରେ ମୁଣ୍ଡିଆ

No comments:

Post a Comment