Monday, 4 August 2025

ବିଶାଳ ବକ୍ଷ ତୁଳସୀ ମାଳରେ ଭର୍ତ୍ତି

ବିଶାଳ ବକ୍ଷ ତୁଳସୀ ମାଳରେ ଭର୍ତ୍ତି ଭାବିଦେଲେ ସର୍ବାଙ୍ଗରେ ଭରେ ଫୁର୍ତ୍ତି ଚକାଆଖି ଦୁଇଟି ରବି ଶଶୀ ଥାଳିଆ ସତରେ ଗୋବିନ୍ଦ ସବୁଠୁଁ ସୁନ୍ଦର ମୂର୍ତ୍ତି

No comments:

Post a Comment