Sunday, 10 August 2025

ଟଙ୍କା ପୁରୁଣା ହୋଇଗଲେ ଅଳିଆ

ଟଙ୍କା ପୁରୁଣା ହୋଇଗଲେ ଅଳିଆ ସଦା ସର୍ଵଦା ଚିତ୍ତ ଚୋର କାଳିଆ ବାଇଶି ପାହାଚ ଚଢିଲେ ଦେଖିବି ଲୋଭ ମୋହରେ ତନୁ ଦୁର୍ବଳିଆ

No comments:

Post a Comment